Atal Pension Yojana: ବସନ୍ତ ପଞ୍ଚମୀରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ଭେଟି: ୨୦୩୧ ଯାଏଁ ଚାଲିବ 'ଅଟଳ ପେନସନ ଯୋଜନା'

Atal Pension Yojana: ପବିତ୍ର ବସନ୍ତ ପଞ୍ଚମୀ ଅବସରରେ ଦେଶବାସୀଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବିଶେଷ କରି ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକ ଓ ସ୍ୱଳ୍ପ ଆୟକାରୀ ବର୍ଗଙ୍କ ପାଇଁ ଏହା ଏକ ଖୁସି ଖବର। ସରକାର 'ଅଟଳ ପେନସନ ଯୋଜନା' (APY) ର ଅବଧିକୁ ୨୦୩୦-୩୧ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଅନୁମୋଦନ ଦେଇଛନ୍ତି।

Atal Pension Yojana: ବସନ୍ତ ପଞ୍ଚମୀରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ଭେଟି: ୨୦୩୧ ଯାଏଁ ଚାଲିବ 'ଅଟଳ ପେନସନ ଯୋଜନା'
Image Credit: PM Modi Extension Atal Pension Yojana

About the Author