ଗୃହମନ୍ତ୍ରୀ-ଅର୍ଥମନ୍ତ୍ରୀଙ୍କ ସହ ଗୁରୁତୂପୂର୍ଣ୍ଣ ବୈଠକ କଲେ ପିଏମ ମୋଦି

ଏକ ଆଧିକାରୀକ ବୟାନରେ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀ ମୋଦି ଏ ବାବଦରେ ଏକ ବୈଠକ କରିଛନ୍ତି । ବୈଠକରେ ଆଲୋଚନା କରାଯାଇଥିଲା ଯେ ଦେଶରେ ଥିବା ଶିଳ୍ପ ଜମି, ପ୍ଲଟ୍, କମ୍ପ୍ଲେକ୍ସ ଇତ୍ୟାଦିରେ ପ୍ରସ୍ତୁତ ଭିତ୍ତିଭୂମି କାର୍ଯ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରାଯିବା ଉଚିତ । ସେମାନଙ୍କୁ ଆବଶ୍ୟକ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯିବା ଉଚିତ ।

ଗୃହମନ୍ତ୍ରୀ-ଅର୍ଥମନ୍ତ୍ରୀଙ୍କ ସହ ଗୁରୁତୂପୂର୍ଣ୍ଣ ବୈଠକ କଲେ ପିଏମ ମୋଦି

About the Author