ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ସାକ୍ଷାତ କଲେ ପିଏମ ମୋଦି

ଏହି ବୈଠକ ଏପରି ସମୟରେ ହୋଇଛି ଯେତେବେଳେ ପୂର୍ବ ଲଦାଖରେ ଗଲୱାନ ଘାଟିରେ ଜୁନ ୧୫ରେ ଚୀନ ଓ ଭାରତୀୟ ସେନା ମଧ୍ୟରେ ସଂଘର୍ଷ ହେବା ପରେ ପ୍ରଧାନମନ୍ତ୍ରୀ ମୋଦି ଏହି ସପ୍ତାହରେ ଲେହ ଗସ୍ତରେ ଯାଇଥିଲେ ।

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ସାକ୍ଷାତ କଲେ ପିଏମ ମୋଦି

About the Author