• IPL-୨୦୨୧: ଦ୍ବିତୀୟ ମ୍ୟାଚ୍‌ରେ ଚେନ୍ନାଇକୁ ୭ ୱିକେଟରେ ହରାଇଲା ଦିଲ୍ଲୀ
  • କୋଭିଡ ମୁକାବିଲା ପାଇଁ ୩ IASଙ୍କୁ ଅବଜର୍ଭର ଦାୟିତ୍ବ
  • ଗଣଶିକ୍ଷା ସଚିବ IAS ସତ୍ୟବ୍ରତ ସାହୁଙ୍କୁ ବରଗଡ଼, ବଲାଙ୍ଗିର ଓ ନୂଆପଡ଼ା ଦାୟିତ୍ବ
  • ଶକ୍ତି ସଚିବ ନିକୁଞ୍ଜ ବିହାରୀ ଧଳଙ୍କୁ ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଦାୟିତ୍ବ
  • ଶ୍ରମ ବିଭାଗ ସଚିବ ଚିତ୍ରା ଅରୁମୁଗାମଙ୍କୁ ସମ୍ବଲପୁର ଓ ସୋନପୁର ଦାୟିତ୍ବ
  • ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ୭୮ କୋରୋନା ପିଜିଟିଭ ଚିହ୍ନଟ
  • କଟକ SCB ନର୍ସିଂ ହଷ୍ଟେଲ କରିବା ନିର୍ଦ୍ଦେଶ ସାମୟିକ ସ୍ଥଗିତ
  • SCB ମେଡିକାଲର ସର୍ଜରୀ ବିଭାଗରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର
  • ବୁର୍ଲା ମେଡିକାଲରୁ ରେଫର ହୋଇ SCB ଆସିଥିଲା ହାଇଦର
  • ସୁଲେମାନ ହତ୍ୟାକାଣ୍ଡରେ ସଜା କାଟୁଥିଲା ହାଇଦର

ପିଏମ ମୋଦି ନେଲେ କୋରୋନା ଟିକାର ଦ୍ୱିତୀୟ ଡୋଜ୍

ଆଜି ଅର୍ଥାତ ଗୁରୁବାର ସେ ଦିଲ୍ଲୀର AIIMS ରେ କୋରୋନା ଟିକା ଲଗାଇଛନ୍ତି । ଏହା ତାଙ୍କର କୋରୋନା ଟିକାର ଦ୍ୱିତୀୟ ଡୋଜ୍ ଥିଲା ।

ପିଏମ ମୋଦି ନେଲେ କୋରୋନା ଟିକାର ଦ୍ୱିତୀୟ ଡୋଜ୍

ନୂଆଦିଲ୍ଲୀ: କୋରୋନା ଟିକା (Coronavirus Vaccine) ର ଦ୍ୱିତୀୟ ଡୋଜ୍ ଲଗାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) । ଆଜି ଅର୍ଥାତ ଗୁରୁବାର ସେ ଦିଲ୍ଲୀର AIIMS ରେ କୋରୋନା ଟିକା ଲଗାଇଛନ୍ତି । ଏହା ତାଙ୍କର କୋରୋନା ଟିକାର ଦ୍ୱିତୀୟ ଡୋଜ୍ ଥିଲା ।

ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ, "ଆଜି ମୋର COVID-19 ଟିକାର ଦ୍ୱିତୀୟ ଡୋଜ୍ AIIMS ରେ ଲଗାଇଛି । ଭୂତାଣୁକୁ ପରାସ୍ତ କରିବା ପାଇଁ ଆମ ପାଖରେ ଥିବା କିଛି ଉପାୟ ମଧ୍ୟରୁ ଟିକାକରଣ ହେଉଛି ଅନ୍ୟତମ । ଯଦି ଆପଣ ଟିକା ପାଇଁ ଯୋଗ୍ୟ, ତେବେ ଶୀଘ୍ର ଏହାର ଡୋଜ୍ ଲଗାନ୍ତୁ ।"