'ଅମ୍ଫାନ'କୁ ନେଇ ଉଚ୍ଚ ସ୍ତରୀର ବୈଠକ କଲେ ପିଏମ ମୋଦି, କହିଲେ-ସମସ୍ତଙ୍କ ସୁରକ୍ଷା ପ୍ରାର୍ଥନା କରୁଛି ମୁଁ

ସୋମବାର ସାଇକ୍ଲୋନ୍ 'ଅମ୍ଫାନ୍' ଅତ୍ୟନ୍ତ ଭୟଙ୍କର ରୂପ ନେଇସାରିଛି । ଏହି କାରଣରୁ ବର୍ତ୍ତମାନ ଓଡିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାାରେ । ଏହି ଚେତାବନୀ ପରେ ରାଜ୍ୟ ସରକାର ଏହି ଅଞ୍ଚଳରୁ ୧୧ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

'ଅମ୍ଫାନ'କୁ ନେଇ ଉଚ୍ଚ ସ୍ତରୀର ବୈଠକ କଲେ ପିଏମ ମୋଦି, କହିଲେ-ସମସ୍ତଙ୍କ ସୁରକ୍ଷା ପ୍ରାର୍ଥନା କରୁଛି ମୁଁ

About the Author