• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • Z Bharat
  • PHH
  • THS
  • Business
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Odisha National-International
  • /Weiboକୁ ବାଏବାଏ କଲେ ମୋଦି

Weiboକୁ ବାଏବାଏ କଲେ ମୋଦି

ଗତ ୨୦୧୫ରେ ପ୍ରଧାନମନ୍ତ୍ରୀ ମୋଦି ଚାଇନା ଗସ୍ତରେ ଯାଇଥିବା ବେଳେ ୱିବୋ ଆକାଉଣ୍ଟ ଖୋଲିଥିଲେ । ଆଉ ଏବେ ଏଥିରୁ ଓହରି ଯାଇଛନ୍ତି ।

Edited ByZee Odisha Desk
Published: Jul 01, 2020, 08:44 PM IST|Updated: Jul 01, 2020, 08:44 PM IST
joinshare
Weiboକୁ ବାଏବାଏ କଲେ ମୋଦି

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    ଓରାଙ୍ଗଉଟାଙ୍ଗ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ, ବର୍ଷା ନେଇ ଆଲର୍ଟ ଓ ଅନ୍ୟ ଖବର

    ଓରାଙ୍ଗଉଟାଙ୍ଗ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ, ବର୍ଷା ନେଇ ଆଲର୍ଟ ଓ ଅନ୍ୟ ଖବର

    2

    Rain Alert: ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି, ଏହି ଜିଲ୍ଲାରେ ସ୍କୁଲ୍ ଛୁଟି...

    3

    ସରକାରୀ ଟଙ୍କା ଆତ୍ମସାତ କରି ଆଠଗଡ଼ ବନ ଡିଭିଜନ ପୂର୍ବତନ ବନ ଅଧିକାରୀ ଗିରଫ

    4

    ମୋଦୀଙ୍କ ଜନ୍ମଦିନରେ ରାଜ୍ୟ ବିଜେପି ଆୟୋଜିତ କରିବ ବଡ଼ ରକ୍ତ ଦାନ ଶିବିର

    5

    Vigilance Case: ଭିଜିଲାନ୍ସ ଜାଲରେ ଜୁବା PACS ଲିମିଟେଡର ପୂର୍ବତନ ସଚିବ

    ନୂଆଦିଲ୍ଲୀ: ଚାଇନିଜ ଆପ୍ ୱେବୋକୁ ବାଏବାଏ କଲେ ପ୍ରଧାନମନ୍ତ୍ରୀ ମୋଦି । ଟ୍ୱିଟର ପରି ଏକ ଆପ୍ ୱେବୋ । ଏଥିରେ ମୋଦିଙ୍କର ମଧ୍ୟ ଆକାଉଣ୍ଟ ରହିଥିଲା । ଚାଇନିଜ ଭାଷାରେ ମ୍ୟାସେଜ କରିବା ସହ ଫଟୋ ଓ ଭିଡିଓ ପୋଷ୍ଟ କରୁଥିଲେ ପ୍ରଧାନମନ୍ତ୍ରୀ । ତେବେ ଆଜି ନିଜର ଏହି ଆକାଉଣ୍ଟରୁ ମୋଦି ଓହରି ଯାଇଛନ୍ତି । କେବଳ ଏତିକି ନୁହେଁ, ୱି ଚାଟରେ ଥିବା ଭାରତୀୟ ଦୂତବାସ ଆକାଉଣ୍ଟରୁ ମଧ୍ୟ ମୋଦିଙ୍କ ଭାଷଣକୁ ହଟାଇ ଦିଆଯାଇଛି । 

    ସୀମାରେ ଚୀନର ଉତ୍ପାତ ପରେ ଏବେ ଆକ୍ସନ ମୁଡରେ ଭାରତ । ନିକଟରେ ଟିକଟକ ଓ ହେଲୋ ସମେତ ୫୯ ଚାଇନିଜ ଆପକୁ କେନ୍ଦ୍ର ସରକାର ବ୍ୟାନ କରିଛନ୍ତି । ସେହିପରି ବିଭିନ୍ନ ପ୍ରକଳ୍ପ ପାଇଁ ମଧ୍ୟ ଚାଇନାର ନିବେଶକଙ୍କୁ ସାମିଲ କରାଯିବନାହିଁ ବୋଲି ନିଷ୍ପତ୍ତି ହୋଇଛି । ଅର୍ଥନୈତିକ ସ୍ତରରେ ଚାଇନାକୁ କଡ଼ା ଜବାବ ଦେବାକୁ ଭାରତ ବଡ଼ ଧରଣର ପ୍ରସ୍ତୁତି ନେଉଛି । ସୀମାରେ ଭାରତ ସହ ଚାଇନା ଯେଉଁ ପ୍ରକାରର ବିଶ୍ୱାସଘାତକତା କଲା, ତାର ପରିଣାମ ଏବେ ଗୋଟିଏ ପରେ ଗୋଟିଏ ଭୋଗୁଛି । 

    ଭାରତର ପ୍ରଧାନମନ୍ତ୍ରୀ ଚାଇନାର ଲୋକପ୍ରିୟ Weibo ଆପରୁ ଦୂରେଇ ବଡ଼ ସନ୍ଦେଶ ଦେଇଥିବା କୁହାଯାଉଛି । ଗତ ୨୦୧୫ରେ ପ୍ରଧାନମନ୍ତ୍ରୀ ମୋଦି ଚାଇନା ଗସ୍ତରେ ଯାଇଥିବା ବେଳେ ୱିବୋ ଆକାଉଣ୍ଟ ଖୋଲିଥିଲେ । ଆଉ ଏବେ ଏଥିରୁ ଓହରି ଯାଇଛନ୍ତି । 

    Add Zee News as a Preferred Source
    TAGS:
    Weibo account
    china