ଭୂମି ପୂଜନରେ ସାମିଲ ହେବେ ମୋଦି: ସୂତ୍ର, ଏମିତି ରହିଛି ପୁରା କାର୍ଯ୍ୟକ୍ରମ

ସୂତ୍ର ଅନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନ ୧୧ଟାରୁ ଦ୍ୱିପହର ୧.୧୦ମିନିଟ ପର୍ଯ୍ୟନ୍ତ ଅଯୋଧ୍ୟାରେ ରହିବେ ।

ଭୂମି ପୂଜନରେ ସାମିଲ ହେବେ ମୋଦି: ସୂତ୍ର, ଏମିତି ରହିଛି ପୁରା କାର୍ଯ୍ୟକ୍ରମ
Image Credit: ଫାଇଲ ଫଟୋ

About the Author