ପ୍ରୋଟୋକଲ ଭାଙ୍ଗି ବିଳମ୍ବିତ ରାତିରେ ରେଳ ଷ୍ଟେସନ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି

ସୋମବାର ବିଳମ୍ବିତ ରାତିରେ ବାରାଣସୀ ରେଳ ଷ୍ଟେସନ (Banaras Jn) ବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କାଶୀ ବିଶ୍ୱନାଥ କରିଡର (Kashi Biswanath Coridor) ତଦାରଖ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି (PM Modi) ଟ୍ୱିଟରରେ ବାରାଣସୀ ରେଳ ଷ୍ଟେସନର ଫଟୋ ମଧ୍ୟ ସେୟାର କରିଛନ୍ତି।

ପ୍ରୋଟୋକଲ ଭାଙ୍ଗି ବିଳମ୍ବିତ ରାତିରେ ରେଳ ଷ୍ଟେସନ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି
Image Credit: ସୌ: ସୋସିଆଲ ମିଡିଆ

About the Author