ଏସବୁ ବ୍ୟାଙ୍କର ଗ୍ରାହକଙ୍କ ପାଇଁ ଖୁସି ଖବର! ମିଳିବ ୫-୫ ଲକ୍ଷ ଟଙ୍କା

ଆପଣଙ୍କୁ କହି ରଖୁଛୁ ଯେ, ଅଗଷ୍ଟରେ ସଂସଦରେ DICGC (ସଂଶୋଧନ) ବିଲ୍, ୨୦୨୧ ପାରିତ ହୋଇଥିଲା ​​। ଏହାର ଉଦ୍ଦେଶ୍ୟ ଏହା ସୁନିଶ୍ଚିତ କରିବା ଯେ ଖାତାଧାରୀଙ୍କୁ RBI ଦ୍ୱାରା ବ୍ୟାଙ୍କ ଉପରେ ମୋରେଟୋରିୟମ୍ ଲାଗୁ କରିବାର ୯୦ ଦିନ ମଧ୍ୟରେ ୫ ଲକ୍ଷ ଟଙ୍କା ମିଳୁ ।

ଏସବୁ ବ୍ୟାଙ୍କର ଗ୍ରାହକଙ୍କ ପାଇଁ ଖୁସି ଖବର! ମିଳିବ ୫-୫ ଲକ୍ଷ ଟଙ୍କା

About the Author