'ଦିନକୁ ୫ଥର ହନୁମାନ ଚାଳିସା ପାଠ କଲେ ଦୂରେଇ ଯିବ କୋରୋନା'

ଅଗଷ୍ଟ ୫ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ୫ଥର ଲେଖାଏଁ ହନୁମାନ ଚାଳିସା ପାଠ କରିବାକୁ ସେ ଲୋକଙ୍କୁ ଅପିଲ କରିଛନ୍ତି । ତାଙ୍କ କହିବା କଥା, ଏପରି କଲେ କୋରୋନା ଭାଇରସ ଦୁନିଆରୁ ସମାପ୍ତ ହୋଇଯିବ ।

'ଦିନକୁ ୫ଥର ହନୁମାନ ଚାଳିସା ପାଠ କଲେ ଦୂରେଇ ଯିବ କୋରୋନା'
Image Credit: ଫାଇଲ ଫଟୋ

About the Author