Supreme Court: କିଏ ହେବେ ଭାରତର ପ୍ରଥମ ମହିଳା ପ୍ରଧାନ ବିଚାରପତି?

Supreme Court: ୧୧ ଜଣ ମହିଳା ସୁପ୍ରିମକୋର୍ଟର ବିଚାରପତି ଭାବେ କାର୍ଯ୍ୟ ତୁଲାଇଛନ୍ତି। ୧୯୮୯ରେ ଜଷ୍ଟିସ ଫାତିମା ବିବି ପ୍ରଥମ ମହିଳା ବିଚାରପତି ଭାବେ ସୁପ୍ରିମ କୋର୍ଟରେ ସ୍ୱତନ୍ତ୍ର ମର୍ଯ୍ୟାଦାର ଅଧିକାରୀଣୀ ହୋଇପାରିଥିଲେ। ତେବେ ସେ ମାତ୍ର ଅଢ଼େଇ ବର୍ଷ ପାଇଁ ସୁପ୍ରିମକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରିଥିଲେ।

Supreme Court: କିଏ ହେବେ ଭାରତର ପ୍ରଥମ ମହିଳା ପ୍ରଧାନ ବିଚାରପତି?

About the Author