Chhath Puja 2025: ଛଟ ପୂଜାରେ ସାମିଲ ହେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଦେଶର ନାଗରିକମାନଙ୍କ ମଙ୍ଗଳ ଏବଂ ସମୃଦ୍ଧି ପାଇଁ ପ୍ରାର୍ଥନା କରିଛନ୍ତି ମହାମହିମ । ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ, ଛଟ ପର୍ବ ସୂର୍ଯ୍ୟ ଦେବତା ଏବଂ ଛଟ ମାତାଙ୍କ ପୂଜାର ପ୍ରତୀକ ।

Chhath Puja 2025: ଛଟ ପୂଜାରେ ସାମିଲ ହେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

About the Author