President Rule In Manipur: ମଣିପୁରରେ ଲାଗିଲା ରାଷ୍ଟ୍ରପତି ଶାସନ, ଗୃହ ମନ୍ତ୍ରଣାଳୟ ଜାରି କଲା ନୋଟିସ୍

President Rule In Manipur: ମଣିପୁର ମୁଖ୍ୟମନ୍ତ୍ରୀ ପଦରୁ ଏନ ବୀରେନ ସିଂହ ଇସ୍ତଫା ଦେବାର କିଛି ଦିନ ପରେ କେନ୍ଦ୍ର ସରକାର ଫେବୃଆରୀ ୧୩ ତାରିଖରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିଛନ୍ତି। କହିରଖୁଛୁ ଯେ ମଣିପୁରରେ ମୈତେଇ ଏବଂ କୁକି-ଜୋ ସମ୍ପ୍ରଦାୟ ମଧ୍ୟରେ ଜାତିଗତ ସଂଘର୍ଷ ମଇ ୨୦୨୩ ମସିହାରୁ ଚାଲି ଆସୁଛି।

President Rule In Manipur: ମଣିପୁରରେ ଲାଗିଲା ରାଷ୍ଟ୍ରପତି ଶାସନ, ଗୃହ ମନ୍ତ୍ରଣାଳୟ ଜାରି କଲା ନୋଟିସ୍
Image Credit: President Rule Imposed In Manipur

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More