ଯୋଗୀ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କଲେ ପ୍ରିୟଙ୍କା, କହିଲେ-ଶ୍ରମିକ ଆପଣଙ୍କ ବନ୍ଧକ ନୁହଁନ୍ତି

ଏଠାରେ କହି ରଖୁଛୁ ଯେ, ୟୁପିରେ ନୂତନ ଶିଳ୍ପ ନିବେଶ କରିବା ପାଇଁ ଏବଂ ପୂର୍ବରୁ ପ୍ରତିଷ୍ଠିତ ଶିଳ୍ପ ପ୍ରତିଷ୍ଠାନ ଓ କାରଖାନା ପାଇଁ ଶ୍ରମ ନିୟମରେ ୧୦୦୦ ଦିନ ଅର୍ଥାତ୍ ତିନି ବର୍ଷ ପାଇଁ ଏକ ଅସ୍ଥାୟୀ ଛୁଟ୍ ଘୋଷଣା କରାଯାଇଥିଲା । ଯାହାକୁ ତୁରନ୍ତ ବାତିଲ କରିବାକୁ ପ୍ରିୟଙ୍କା ଗାନ୍ଧୀ ଦାବି କରିଛନ୍ତି ।

ଯୋଗୀ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କଲେ ପ୍ରିୟଙ୍କା, କହିଲେ-ଶ୍ରମିକ ଆପଣଙ୍କ ବନ୍ଧକ ନୁହଁନ୍ତି
Image Credit: ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

About the Author