Bridge Collapse: ୫୦ରୁ ଅଧିକ ଲୋକ ଥିଲେ ସେତୁ ଉପରେ, ହଠାତ୍ ଭୁଶୁଡିଲା

Pune Bridge Collapse: ସେତୁ ଭୁଶୁଡ଼ି ପଡ଼ିବା ପରେ ଘଟଣାସ୍ଥଳରେ ଚିତ୍କାର ଶୁଣିବାକୁ ମିଳିଥିଲା । କିଛି ଲୋକ ଜୀବନ ବଞ୍ଚାଇବାରେ ସଫଳ ହୋଇଥିବା ସମୟରେ ଆଉ କିଛି ଲୋକ ସେତୁ ସହିତ ନଦୀରେ ପଡ଼ି ଯାଇଥିଲେ। ସେହି ସମୟରେ ନଦୀରେ ପ୍ରବଳ ସ୍ରୋତ ଥିଲା।

Bridge Collapse: ୫୦ରୁ ଅଧିକ ଲୋକ ଥିଲେ ସେତୁ ଉପରେ, ହଠାତ୍ ଭୁଶୁଡିଲା

About the Author