କୋରୋନା ମୁକାବିଲା ପାଇଁ ରାହୁଲଙ୍କ ପରାମର୍ଶ, ପିଏମ ମୋଦିଙ୍କୁ କଲେ ଏହି ଅପିଲ

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ବର୍ତ୍ତମାନର ବାୟନାଡ ସାଂସଦ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୋରୋନା ଭାଇରସ୍ (କୋଭିଡ୍ -19) ସହିତ ଲଢ଼ିବା ପାଇଁ ଟେଷ୍ଟିଂ ପୁଣି ଥରେ ବୃଦ୍ଧି କରିବାକୁ ପରାମର୍ଶ ଦେଇଛନ୍ତି । ଏହାସହ ଏହି କାର୍ଯ୍ୟରେ ବାଧାକୁ ଦୂର କରିବାକୁ ଅପିଲ କରିଛନ୍ତି ।

କୋରୋନା ମୁକାବିଲା ପାଇଁ ରାହୁଲଙ୍କ ପରାମର୍ଶ, ପିଏମ ମୋଦିଙ୍କୁ କଲେ ଏହି ଅପିଲ

About the Author