ରାହୁଲଙ୍କୁ ଛୁଟି ପସନ୍ଦ! ନିର୍ବାଚନ ରାଲିର ଠିକ୍ ପୂର୍ବରୁ ଭେକେସନ ପାଇଁ ଗଲେ ବିଦେଶ

Rahul Gandhi Foreign Tours: ଦେଶରେ ବର୍ତ୍ତମାନ ନିର୍ବାଚନ ମାହୋଲ ରହିଛି । ଏଭଳି ପରିସ୍ଥିତିରେ ପ୍ରତ୍ୟେକ ରାଜନୈତିକ ଦଳ ବିଜୟ ସ୍ଥିର କରିବାକୁ ଚେଷ୍ଟା କରୁଛନ୍ତି । କହି ରଖୁଛୁ ଯେ ୨୦୨୨ ଆରମ୍ଭରେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏଭଳି ପରିସ୍ଥିତିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ (Rahul Gandhi) ନୂଆ ବର୍ଷ (New year vacation) ଛୁଟିକାଟିବା ପାଇଁ ବିଦେଶ ଯାଇଛନ୍ତି ।

ରାହୁଲଙ୍କୁ ଛୁଟି ପସନ୍ଦ! ନିର୍ବାଚନ ରାଲିର ଠିକ୍ ପୂର୍ବରୁ ଭେକେସନ ପାଇଁ ଗଲେ ବିଦେଶ

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More