All Party meet: ଆତଙ୍କବାଦ ବିରୋଧରେ ସରକାର ଯେଉଁ ଆକ୍ସନ ନେବେ ଆମେ ସମର୍ଥନ କରିବୁ; ସର୍ବଦଳୀୟ ବୈଠକ ପରେ ରାହୁଲ ଗାନ୍ଧୀ

All Party meet: ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ପାକିସ୍ତାନ ବିରୁଦ୍ଧରେ ପାଞ୍ଚଟି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କେନ୍ଦ୍ର ସରକାର ବୁଧବାର ଦିନ ସିନ୍ଧୁ ଜଳ ଚୁକ୍ତିନାମାକୁ ରଦ୍ଦ କରିଦେଇଛି। ଏହା ବ୍ୟତୀତ ଅଟାରୀ ବୋର୍ଡରକୁ ମଧ୍ୟ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି।

All Party meet: ଆତଙ୍କବାଦ ବିରୋଧରେ ସରକାର ଯେଉଁ ଆକ୍ସନ ନେବେ ଆମେ ସମର୍ଥନ କରିବୁ; ସର୍ବଦଳୀୟ ବୈଠକ ପରେ ରାହୁଲ ଗାନ୍ଧୀ
Image Credit: ସର୍ବଦଳୀୟ ବୈଠକ ପରେ ରାହୁଲ ଗାନ୍ଧୀ

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments