ଆକମଲଙ୍କ ଦଣ୍ଡରେ କୋହଳ, ୩ ବର୍ଷ ପରିବର୍ତ୍ତେ ୧୮ ମାସ ବାସନ୍ଦ

ପାକିସ୍ତାନୀ ବ୍ୟାଟ୍ସମ୍ୟାନ୍ ଉମର ଆକମଲଙ୍କୁ ଆଶ୍ୱସ୍ତି। ମ୍ୟାଚ ଫିକ୍ସିଂ ଓ ବୋର୍ଡ କର୍ତ୍ତୃପକ୍ଷଙ୍କୁ ଏନେଇ ସଠିକ ସୂଚନା ନ ଦେବା ଅଭିଯୋଗରେ ୩ ବର୍ଷ ପାଇଁ ଦଳରୁ ବ୍ୟାନ କରାଯାଇଥିଲା। ମାତ୍ର ଉକ୍ତ ସମୟ ଅବଧିକୁ ହ୍ରାସ କରାଯାଇ ୧୮ ମାସ କରାଯାଇଛି।

ଆକମଲଙ୍କ ଦଣ୍ଡରେ କୋହଳ, ୩ ବର୍ଷ ପରିବର୍ତ୍ତେ ୧୮ ମାସ ବାସନ୍ଦ

About the Author