ଆଶ୍ୱସ୍ତିକର ଖବର ! ଏହି ଔଷଧରୁ ସୁସ୍ଥ ହେଉଛନ୍ତି କୋରୋନା ଆକ୍ରାନ୍ତ

ନ୍ୟୁ ଇଂଲଣ୍ଡ ଜେନେରାଲ୍ ଅଫ୍ ମେଡିସିନ୍ରେ ପ୍ରକାଶିତ ଏହି ରିପୋର୍ଟ ଅନୁଯାୟୀ, ଗିଲିୟଡ୍ ସାଇନ୍ସର ଏହି ଔଷଧର କ୍ଲିନିକାଲ୍ ପରୀକ୍ଷା କରାଯାଇଥିଲା । ଏହା ଅଧୀନରେ ଏହିପରି ୫୩ ରୋଗୀଙ୍କୁ ଚୟନ କରାଯାଇଥିଲା, ଯେଉଁମାନେ କୋରୋନା ଭୂତାଣୁ ଯୋଗୁଁ ଗୁରୁତର ଅସୁସ୍ଥ ଥିଲେ । ଏହି ଔଷଧ ଦେବା ମାତ୍ରେ ଅଧା ରୋଗୀଙ୍କୁ ଭେଣ୍ଟିଲେଟରରୁ ବାହାର କରାଯାଇଥିଲାବେଳେ ୪୭ ପ୍ରତିଶୋଧ ରୋଗୀ ପରେ ଡାକ୍ତରଖାନାରୁ ଡିସଚାର୍ଜ ହୋଇଥିଲେ

ଆଶ୍ୱସ୍ତିକର ଖବର ! ଏହି ଔଷଧରୁ ସୁସ୍ଥ ହେଉଛନ୍ତି କୋରୋନା ଆକ୍ରାନ୍ତ

About the Author