JK Rajyasabha Election: ରାଜ୍ୟସଭା ନିର୍ବାଚନ: ବିଜେପିକୁ ବଡ଼ ଝଟକା, ୪ଟିରୁ ୩ଟି ଆସନରେ ଏନସିର ବିଜୟ

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରରେ ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନର ଫଳାଫଳ ଶୁକ୍ରବାର (୨୪ ଅକ୍ଟୋବର) ଘୋଷଣା କରାଯାଇଛି। ନ୍ୟାସନାଲ କନଫରେନ୍ସ ଚାରୋଟି ଆସନ ମଧ୍ୟରୁ ତିନୋଟିରେ ବିଜୟୀ ହୋଇଥିବା ବେଳେ ବିଜେପି ଗୋଟିଏରେ ବିଜୟୀ ହୋଇଛି। ବିଜେପିର ସତପାଲ ଶର୍ମା ବିଜୟୀ ହୋଇଛନ୍ତି। ନ୍ୟାସନାଲ କନଫରେନ୍ସର (ଏନସି) ଚୌଧୁରୀ ମହମ୍ମଦ ରମଜାନ,

JK Rajyasabha Election: ରାଜ୍ୟସଭା ନିର୍ବାଚନ: ବିଜେପିକୁ ବଡ଼ ଝଟକା, ୪ଟିରୁ ୩ଟି ଆସନରେ ଏନସିର ବିଜୟ

About the Author