'ବଙ୍ଗଳାର ଝିଅ', ରିଆଙ୍କ ସମର୍ଥନରେ ପଶ୍ଚିମବଙ୍ଗର ରାସ୍ତାରେ ଓହ୍ଲାଇଲା କଂଗ୍ରେସ

ରିୟା (Rhea Chakraborty) ଙ୍କୁ ସମର୍ଥନ କରି କଂଗ୍ରେସ (Congress) ଦ୍ୱାରା ହୋଇଥିବା ବିରୋଧ ପ୍ରଦର୍ଶନ ରାଜନୀତିର ଆଉ ଦିଗ କହିଲେ ଅତୁକ୍ତ ହେବ ନାହିଁ ।

'ବଙ୍ଗଳାର ଝିଅ', ରିଆଙ୍କ ସମର୍ଥନରେ ପଶ୍ଚିମବଙ୍ଗର ରାସ୍ତାରେ ଓହ୍ଲାଇଲା କଂଗ୍ରେସ

About the Author