ଧୋନି ବିରୋଧୀ ପୋଷ୍ଟରେ ଲାଇକ୍ କରି ଫସିଲେ ଋଷଭ ପନ୍ତ

ସୂଚନାଯୋଗ୍ୟ, ଏହି ସମୟରେ କୌଣସି କ୍ରିକେଟ୍ ଟୁର୍ନାମେଣ୍ଟ ଖେଳାଯାଉନାହିଁ । ପ୍ରଥମ ଆଇପିଏଲ (IPL 2020) ମାର୍ଚ୍ଚ ୨୯ରୁ ଅନୁଷ୍ଠିତ ହେବାକୁ ଥିଲା । କିନ୍ତୁ କୋଭିଡ-19 (COVID-19) ସଙ୍କଟ ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଥିଲା । ବର୍ତ୍ତମାନ ଏହା ଖେଳା ଯିବ କି ନାହିଁ, ତାହା ଉପରେ ସଂଶୟ ଜାରି ରହିଛି ।

ଧୋନି ବିରୋଧୀ ପୋଷ୍ଟରେ ଲାଇକ୍ କରି ଫସିଲେ ଋଷଭ ପନ୍ତ

About the Author