ଧୋନିକୁ ନେଇ ବଡ଼ ଖୁଲାସା କଲେ ପନ୍ତ

ପନ୍ତ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ନିଜ ଦଳ ଦିଲ୍ଲୀ କ୍ୟାପିଟାଲ୍ସ ସହ ଇନଷ୍ଟାଗ୍ରାମରେ ବାର୍ତ୍ତାଳାପ ସମୟରେ କହିଛନ୍ତି ଯେ, ସେ (ଧୋନି) ପଡ଼ିଆରେ ତଥା ବାହାରେ ମୋର ମାର୍ଗଦର୍ଶକ ପରି । କୌଣସି ସମସ୍ୟାର ସମାଧାନ ପାଇଁ ମୁଁ ତାଙ୍କ ସହିତ ଯୋଗାଯୋଗ କରିପାରିବି । କିନ୍ତୁ ସେ ମୋତେ ସଂପୂର୍ଣ୍ଣ ସମାଧାନ ଦିଅନ୍ତି ନାହିଁ ।

ଧୋନିକୁ ନେଇ ବଡ଼ ଖୁଲାସା କଲେ ପନ୍ତ
Image Credit: ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

About the Author