Road Accident: ବସକୁ ଧକ୍କା ଦେଇ କାରରେ ଲାଗିଲା ନିଆଁ, ଜିଅନ୍ତା ଜଳିଗଲେ ୫ଯାତ୍ରୀ

Road Accident: ଅଶୁଭ ସୋମବାର! ଜୀବନ୍ତ ଜଳିଗଲେ ୫ ଯାତ୍ରୀ। ଉତ୍ତରପ୍ରଦେଶର ଯମୁନା ଏକ୍ସପ୍ରେସଓ୍ବେରେ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ଏକ ଘରୋଇ ଯାତ୍ରୀବାହୀ ବସ୍ ଓ କାର ମଧ୍ୟରେ ହୋଇଛି ଧକ୍କା । ଭୟଙ୍କର ଦୁର୍ଘଟଣାରେ କାର ଓ ବସ୍ ମଧ୍ୟ ଜଳି ଯାଇଛି । ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି ।

Road Accident: ବସକୁ ଧକ୍କା ଦେଇ କାରରେ ଲାଗିଲା ନିଆଁ, ଜିଅନ୍ତା ଜଳିଗଲେ ୫ଯାତ୍ରୀ

About the Author