ରୋହିତ କହିଲେ, ଏହି ଦେଶରେ ଟିମ ଇଣ୍ଡିଆକୁ ମିଳି ନଥାଏ ସପୋର୍ଟ

ହିଟମ୍ୟାନ୍ ଆହୁରି କହିଛନ୍ତି ଯେ, ଯେତେବେଳେ ବାଂଲାଦେଶରେ ମ୍ୟାଚ୍ ହୋଇଥାଏ, ସେତେବେଳେ ଲାଗୁଥାଏ ଯେ ଆମକୁ କେହି ସମର୍ଥନ କରୁନାହାଁନ୍ତି । ଭାରତୀୟ ଦଳ ଏହିପରି ପରିବେଶରେ ଖେଳିବାରେ ଅଭ୍ୟସ୍ତ ନୁହେଁ ।

ରୋହିତ କହିଲେ, ଏହି ଦେଶରେ ଟିମ ଇଣ୍ଡିଆକୁ ମିଳି ନଥାଏ ସପୋର୍ଟ
Image Credit: ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

About the Author