ସୋସିଆଲ ମିଡିଆ ବ୍ୟାନ୍ ପରେ ନେପାଳ ରାଜରାସ୍ତାରେ ହଙ୍ଗାମା

ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ ପକ୍ଷରୁ ରାଜଧାନୀ କାଠମାଣ୍ଡୁରେ କର୍ଫ୍ୟୁ ଜାରି କରାଯାଇଛି। ସଂସଦ ଭବନ ଏବଂ କାଠମାଣ୍ଡୁର ଅନ୍ୟାନ୍ୟ ସମ୍ବେଦନଶୀଳ ଅଞ୍ଚଳ ପାଖରେ ବ୍ୟାପକ ସୁରକ୍ଷା ବାହିନୀ ମୁତୟନ କରାଯାଇଛି।

ସୋସିଆଲ ମିଡିଆ ବ୍ୟାନ୍ ପରେ ନେପାଳ ରାଜରାସ୍ତାରେ ହଙ୍ଗାମା

About the Author