ନାଟୋକୁ କଡ଼ା ଚେତାବନୀ ଦେଲା ଋଷ, କହିଲା-ଆମେ ଯୁଦ୍ଧ ପାଇଁ ପ୍ରସ୍ତୁତ

ଆମେରିକା ସ୍ପଷ୍ଟ ଭାବରେ କହିଛି ଯେ ଯଦି ଋଷ ଏହା କରେ ତେବେ ଏହାର ଗୁରୁତର ପରିଣାମର ସାମ୍ନା କରିବାକୁ ପଡିବ । ଏଥି ସହିତ ଋଷ ଭୟ କରୁଛି ଯେ ନାଟୋ ସୈନ୍ୟମାନେ ଏହାର ଦ୍ୱାରରେ ପହଞ୍ଚିବେ ଓ ସେଥିପାଇଁ ସୁରକ୍ଷା ପାଇଁ ନାଟୋ ସଂଗଠନର ଗ୍ୟାରେଣ୍ଟି ଚାହୁଁଛନ୍ତି ।

ନାଟୋକୁ କଡ଼ା ଚେତାବନୀ ଦେଲା ଋଷ, କହିଲା-ଆମେ ଯୁଦ୍ଧ ପାଇଁ ପ୍ରସ୍ତୁତ

About the Author