India–Russia relations: ଭାରତ ସହ ବିଶ୍ୱାସଘାତକତା କଲା ଋଷ! ମନା କରିବା ସତ୍ତ୍ୱେ ପାକିସ୍ତାନକୁ ଦେବ ଯୁଦ୍ଧ ବିମାନ ଇଞ୍ଜିନ

Russia Rejects India's Appeal: ରିପୋର୍ଟ ଅନୁଯାୟୀ ଭାରତ ବହୁ ଦିନ ଧରି ଋଷକୁ ସିଧାସଳଖ ପାକିସ୍ତାନକୁ ଇଞ୍ଜିନ ବିକ୍ରୟ ନକରିବାକୁ ଅନୁରୋଧ କରିଥିଲା କିନ୍ତୁ ଋଷ ଭାରତର ଅନୁରୋଧକୁ ଅଣଦେଖା କରିଛି।

India–Russia relations: ଭାରତ ସହ ବିଶ୍ୱାସଘାତକତା କଲା ଋଷ! ମନା କରିବା ସତ୍ତ୍ୱେ ପାକିସ୍ତାନକୁ ଦେବ ଯୁଦ୍ଧ ବିମାନ ଇଞ୍ଜିନ
Image Credit: Russia Rejects India's Appeal

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments