କୋରୋନା ମହାସଙ୍କଟ: ପୁଣି ସହାୟତାର ହାତ ବଢ଼ାଇଲେ ସଚିନ

ପ୍ରାରମ୍ଭରେ ଇରଫାନ ପଠାନ, ୟୁସୁଫ ପଠାନ, ସୌରଭ ଗାଙ୍ଗୁଲି ଏବଂ ସଚିନ ତେନ୍ଦୁଲକର ନିଜ ନିଜ ସାମର୍ଥ ଅନୁସାରେ ସାହାଯ୍ୟ କରିଥିଲେ । ଯାହା ଅନ୍ୟ ଖେଳାଳିମାନଙ୍କୁ ସାହାଯ୍ୟ ଏବଂ ଉତ୍ସାହିତ କରିବାର କାର୍ଯ୍ୟ କରିଥିଲା । ସଚିନ ତେନ୍ଦୁଲକର ମଧ୍ୟ ୫୧ ଲକ୍ଷ ଟଙ୍କା ଅନ୍ୟ ପାଇଁ ପ୍ରେରଣାର ଉତ୍ସ ପାଲଟିଥିଲା।

କୋରୋନା ମହାସଙ୍କଟ: ପୁଣି ସହାୟତାର ହାତ ବଢ଼ାଇଲେ ସଚିନ

About the Author