ସଚିନକୁ ଠକିଲେ ଠିକାଦାର: ଦେଖାଇଲେ ଘରବାରି ଜମି, ବିକିଲେ ପୋଖରୀ

ଜମି ମାଫିଆଙ୍କ କବଳରୁ ବଞ୍ଚିଲେନି ବିଶ୍ୱ କ୍ରିକେଟର ଭଗବାନ କୁହାଯାଉଥିବା ତଥା ଭାରତରତ୍ନ ସଚିନ ତେନ୍ଦୁଲକର। ତେଲେଙ୍ଗାନାର ଜଣେ ଜମି ମାଫିଆଙ୍କ ଠକାମୀର ଶିକାର ହୋଇଛନ୍ତି ସଚିନ ତେନ୍ଦୁଲକର। ଉକ୍ତ ଜମି ମାଫିଆ ନିଜ ପୁଅଙ୍କ ନାମରେ ଏକ କମ୍ପାନୀ ଖୋଲି ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ପ୍ରତିପତ୍ତିଶାଳୀ ବ୍ୟକ୍ତିଙ୍କୁ ଠକୁଥିବାର ଅଭିଯୋଗ ହୋଇଛି। ସଚି

ସଚିନକୁ ଠକିଲେ ଠିକାଦାର: ଦେଖାଇଲେ ଘରବାରି ଜମି, ବିକିଲେ ପୋଖରୀ

About the Author