ଦୁର୍ଗା ପୂଜା ପୂର୍ବରୁ ଶକ୍ତିପୀଠରେ ଅଘଟଣ; ଛିଣ୍ଡିଲା ରୋପ୍‌ୱେ, ୬ ମୃତ

ପାୱାଗଡ଼ ଶକ୍ତିପୀଠ ଗୁଜୁରାଟର ଏକ ପ୍ରସିଦ୍ଧ ଧାର୍ମିକ ସ୍ଥଳ । ଦର୍ଶନ ପାଇଁ ଏହି ଶକ୍ତିପୀଠକୁ ପ୍ରତିଦିନ ବହୁ ସଂଖ୍ୟକ ଭକ୍ତଙ୍କ ସୁଅ ଛୁଟିଥାଏ ।

ଦୁର୍ଗା ପୂଜା ପୂର୍ବରୁ ଶକ୍ତିପୀଠରେ ଅଘଟଣ; ଛିଣ୍ଡିଲା ରୋପ୍‌ୱେ, ୬ ମୃତ

About the Author