ସାହିଦ ଆଫ୍ରିଦି କୋରୋନା ପଜିଟିଭ

ପାକିସ୍ତାନର ପୂର୍ବତନ ଅଧିନାୟକ ସାହିଦ ଆଫ୍ରିଦିଙ୍କୁ କୋରୋନା। ଏନେଇ ସେ ନିଜ ଟ୍ୱିଟର ଆକାଉଣ୍ଟରେ ସୂଚନା ଦେଇଛନ୍ତି। ଗୁରୁବାର ଠାରୁ ଅସୁସ୍ଥ ଅନୁଭବ କରୁଥିବା ବେଳେ ସେ କୋରୋନା ଟେଷ୍ଟ କରାଇଥିଲେ ବୋଲି ଟ୍ୱିଟରରେ ଲେଖିଛନ୍ତି। ସେ ଟ୍ୱିଟରରେ ଲେଖିଛନ୍ତି କି, ଗୁରୁବାର ଠାରୁ ମୁଁ ଅସୁସ୍ଥ ଅନୁଭବ କରୁଛି। ମୋର ଦେହ ଖରାପ ଲାଗୁଥିଲା। ମୁଁ ନିଜ

ସାହିଦ ଆଫ୍ରିଦି କୋରୋନା ପଜିଟିଭ

About the Author