କ୍ୟାଟ୍ରିନା କୈଫଙ୍କୁ ବିବାହରେ ସବୁଠୁ ମହଙ୍ଗା ଉପହାର ଦେଲେ ସଲମାନ ଓ ରଣବୀର!

Katrina-Vicky Wedding: କ୍ୟାଟ୍ରିନା କୈଫଙ୍କ ବିବାହରେ ସଲମାନ ଖାନ ଏବଂ ରଣବୀର କପୁରଙ୍କ ଉପରେ ମଧ୍ୟ ଅଧିକାଂଶ ଫ୍ୟାନ୍ସଙ୍କ ନଜର ରହିଥିଲା । କାରଣ ଫ୍ୟାନ୍ସ ଜାଣିବାକୁ ଚାହୁଁଥିଲେ ଯେ ପୂର୍ବରୁ କ୍ୟାଟ୍ରିନାଙ୍କ ପୁରୁଷ ବନ୍ଧୁ ଥିବା ଏହି ଦୁଇଜଣ ତାଙ୍କ ବିବାହରେ ଯୋଗଦେବେ କି ନାହିଁ ।

କ୍ୟାଟ୍ରିନା କୈଫଙ୍କୁ ବିବାହରେ ସବୁଠୁ ମହଙ୍ଗା ଉପହାର ଦେଲେ ସଲମାନ ଓ ରଣବୀର!

About the Author