ଅକ୍ଷୟ ଓ ମୁକେଶଙ୍କୁ ସଞ୍ଜୟଙ୍କ ଧମକ !

ଅଭିନେତ୍ରୀ କଙ୍ଗନା ରାଣାଓ୍ୱତ ଓ ଶିବସେନା ମଧ୍ୟରେ ସୋସିଆଲ ମିଡ଼ିଆ ହେଉ ଅବା ସିଧାସଳଖ ଭାବେ ବାକ ଯୁଦ୍ଧ ଜାରି ରହିଛି। ଏହାରି ମଧ୍ୟରେ ସଞ୍ଜୟ ରାଉତ ବଲିଉଡ଼ ଓ ଶିଳ୍ପପତିମାନଙ୍କୁ ପରୋକ୍ଷରେ ଟାର୍ଗେଟ କରିବା ଆରମ୍ଭ କରିଦେଇଛି। ନିକଟରେ ଶିବସେନାର ସାଂସଦ ସଞ୍ଜୟ ରାଉଥ କହିଥିଲେ କି, ବ୍ୟବସାୟିକ କାରଣରୁ ଶିଳ୍ପପତି ମୁକେଶ ଅମ୍ବାନୀ ଚୁପ ରହୁଛନ୍ତି। ମା

ଅକ୍ଷୟ ଓ ମୁକେଶଙ୍କୁ ସଞ୍ଜୟଙ୍କ ଧମକ !

About the Author