School Building Collapsed: ଇଣ୍ଡୋନେସିଆରେ ଭୁଶୁଡିଲା ସ୍କୁଲ କୋଠା, ୬୫ ଶିଶୁ ଦବିଥିବା ଆଶଙ୍କା

ନୂଆଦିଲ୍ଲୀ: ଦକ୍ଷିଣ ଏସୀୟ ଦେଶ ଇଣ୍ଡୋନେସିଆର ଜାଭା ଦ୍ୱୀପରେ ଏକ ସ୍କୁଲ କୋଠା ଭୁଶୁଡ଼ି ପଡ଼ିଛି। ପ୍ରାୟ ୬୫ ଜଣ ପିଲା ଏହି କୋଠା ତଳେ ଫସି ରହିଥିବା ଆଶଙ୍କା କରାଯାଉଛି। ମିଳିଥିବା ସୂଚନା ଅନୁସାରେ , ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଚାଲିଛି। ଗୋଟିଏ ପିଲାର ମୃତଦେହ ଉଦ୍ଧାର କରାଯାଇଛି। ରିପୋର୍ଟ ଅନୁଯାୟୀ ସ୍କୁଲ କୋଠାଟି ନିର୍ମାଣା

School Building Collapsed: ଇଣ୍ଡୋନେସିଆରେ ଭୁଶୁଡିଲା ସ୍କୁଲ କୋଠା, ୬୫ ଶିଶୁ ଦବିଥିବା ଆଶଙ୍କା

About the Author