Jammu Kashmir News: ନୌଗାମ ଥାନାରେ ଭୟଙ୍କର ବିସ୍ଫୋରଣ, ୯ ମୃତ ୨୭ରୁ ଅଧିକ ଆହତ


Jammu Kashmir Blast: ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା କାର ବୋମା ବିସ୍ଫୋରଣରେ ଘଟଣାକୁ ସପ୍ତାହେ ପୁରୁନି ପୁଣି ଥରେ କାଶ୍ମୀରର ନୌଗାମ ଥାନାରେ ଏକ ବଡ଼ ବିସ୍ଫୋରଣ ଘଟିଛି। ଏହି ବିସ୍ପୋରଣରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି। ଏବଂ ୨୭ ଜଣ ଆହତ ହୋଇଥିବା ସୂଚନା ମିଳିଛି। ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ କାଶ୍ମୀରର ୯୨ ଆର୍ମି ବେସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Jammu Kashmir News: ନୌଗାମ ଥାନାରେ ଭୟଙ୍କର ବିସ୍ଫୋରଣ, ୯ ମୃତ ୨୭ରୁ ଅଧିକ ଆହତ

About the Author