ସଲମାନଙ୍କ ପାଇଁ ରାଜକୁମାର ହିରାନୀଙ୍କ ଫିଲ୍ମ ଛାଡ଼ିଲେ ଶାହରୁଖ !

କୋରୋନା ଭାଇରସ ଲକଡାଉନ୍ କାରଣରୁ ଶାହରୁଖ ଖାନ ଓ ସଲମାନ ଖାନ ଅନ୍ୟ ଷ୍ଟାରଙ୍କ ପରି ଘରେ ସମୟ ବିତାଉଛନ୍ତି । ଉଭୟ କଳାକାର ନିଜ ଘରୁ ଭିଡିଓ ପ୍ରସ୍ତୁତ କରି ଲୋକଙ୍କୁ ସଚେତନ କରାଉଛନ୍ତି । ଏହି ଭୂତାଣୁ ମୁକାବିଲା ପାଇଁ ରିଲିଫ୍ ଟଙ୍କା ଦାନ କରିବା ସହିତ ଉଭୟ ଅନ୍ୟ ଲୋକଙ୍କୁ ମଧ୍ୟ ସାହାଯ୍ୟ କରୁଛନ୍ତି ।

ସଲମାନଙ୍କ ପାଇଁ ରାଜକୁମାର ହିରାନୀଙ୍କ ଫିଲ୍ମ ଛାଡ଼ିଲେ ଶାହରୁଖ !
Image Credit: ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

About the Author