ପ୍ରଥମ ଭାରତୀୟ ଖେଳାଳି ଭାବେ ଆଉଟଡୋର ଟ୍ରେନିଂ ଆରମ୍ଭ କଲେ ଶାର୍ଦୁଲ ଠାକରୁ

ସେ ଭାରତ ତରଫରୁ ୧୧ଟି ଏକ ଦିବସୀୟ ଓ ୧୫ଟି ଟି-20 ଅନ୍ତର୍ଜାତୀୟ ମ୍ୟାଚ ଖେଳି ସାରିଛନ୍ତି । ସେ ଆଜି ମହାରାଷ୍ଟ୍ର ପାଲଘର ଜିଲ୍ଲା ବୋଇସରର ସ୍ଥାନୀୟ ମୈଦାନରେ କିଛି ଘରୋଇ ଖେଳାଳି ସହିତ ଅଭ୍ୟାସ ଆରମ୍ଭ କରିଛନ୍ତି ।

ପ୍ରଥମ ଭାରତୀୟ ଖେଳାଳି ଭାବେ ଆଉଟଡୋର ଟ୍ରେନିଂ ଆରମ୍ଭ କଲେ ଶାର୍ଦୁଲ ଠାକରୁ

About the Author