ଆଗାମୀ ୨ ମାସ ପାଇଁ ଆଇସିସି ଅଧ୍ୟକ୍ଷ ରହିବେ ଶଶାଙ୍କ ମନୋହର, କିନ୍ତୁ...

ଆଇସିସି ବୋର୍ଡର ଜଣେ ସଦସ୍ୟ କହିଛନ୍ତି, ମନୋହରଙ୍କ ଯିବା ସୁନିଶ୍ଚିତ କିନ୍ତୁ ତାଙ୍କୁ ଆଉ ଦୁଇ ମାସ ଏହି ପଦରେ ରହିବାକୁ ପଡ଼ିବ ।

ଆଗାମୀ ୨ ମାସ ପାଇଁ ଆଇସିସି ଅଧ୍ୟକ୍ଷ ରହିବେ ଶଶାଙ୍କ ମନୋହର, କିନ୍ତୁ...

About the Author