କଂଗ୍ରେସରୁ ବହିଷ୍କୃତ ହେବେ ଶଶି ଥରୁର!

କେରଳ କଂଗ୍ରେସ ମୁଖ୍ୟ କେ.ସୁଧାକରନ୍ ତାଙ୍କ ଦଳର ସାଂସଦ ଶଶି ଥରୁରଙ୍କୁ ଦଳରୁ ବାହାର କରିଦେବାକୁ ଚେତାବନୀ ଦେଇଛନ୍ତି । ରାଜ୍ୟ ରାଜଧାନୀ ଥିରୁବନନ୍ତପୁରମରେ ଆୟୋଜିତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଥରୁର କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କୁ ପ୍ରଶଂସା କରିଥିଲେ ।

କଂଗ୍ରେସରୁ ବହିଷ୍କୃତ ହେବେ ଶଶି ଥରୁର!

About the Author