ବିକାଶ ଦୁବେକୁ ଏନକାଉଣ୍ଟର, ସମର୍ଥନ କଲା ଶିବସେନା

ଗତକାଲି ଗିରଫ, ଆଜି ଏନକାଉଣ୍ଟର । ପୋଲିସକୁ ଚକମା ଦେଇ ଖସି ଯିବାକୁ ଉଦ୍ୟମ କରୁଥିବା ବିକାଶ ଦୁବେକୁ ମାରି ଗଡ଼ାଇଲା ୟୁପି ପୋଲିସ ।

ବିକାଶ ଦୁବେକୁ ଏନକାଉଣ୍ଟର, ସମର୍ଥନ କଲା ଶିବସେନା
Image Credit: ଫାଇଲ ଫଟୋ

About the Author