ବିମାନ ଯାତ୍ରା କରୁଛନ୍ତି କି ତେବେ ଜାଣନ୍ତୁ ଏହି ନିୟମ....

ଏୟାରପୋର୍ଯ ଅଥରିଟି ଏହାରି ମଧ୍ୟରେ ଜରୁରୀ Sop (Standard operating procedure)ଜାରି କରିଛି । ଏହାକୁ ନ ମାନୁଥିବା ଯାତ୍ରୀଙ୍କୁ ଏୟାରପୋର୍ଟରେ ଏଣ୍ଟ୍ରି ମିଳିବ ନାହିଁ । କୋରନା ଭାଇରସ ସଂକ୍ରମଣ ରୋକିବା ଲାଗି ରାଷ୍ଟ୍ରବ୍ୟାପୀ ବନ୍ଦ ମଧ୍ୟରେ ଦେଶରେ ମାର୍ଚ୍ଚ ୨୫ ଠାରୁ ସମସ୍ତ ଯାତ୍ରୀଙ୍କ ଉଡ଼ାଣ ବନ୍ଦ ରହିଛି ।

ବିମାନ ଯାତ୍ରା କରୁଛନ୍ତି କି ତେବେ ଜାଣନ୍ତୁ ଏହି ନିୟମ....

About the Author