ଜୀବିତ ଓ ସୁସ୍ଥ ଅଛନ୍ତି କିମ ଜୋଙ୍ଗ: ଦକ୍ଷିଣ କୋରିଆ

ଜାତୀୟ ସୁରକ୍ଷା ଉପରେ ମୁନଙ୍କ ବିଶେଷ ପରାମର୍ଶଦାତା ମୁନ ଚୁଙ୍ଗ-ଇନ୍ ସିଏନ୍ଏନକୁ ଏକ ସାକ୍ଷାତକାରରେ କହିଛନ୍ତି ଯେ, ଆମ ସରକାରଙ୍କ ଆଭିମୁଖ୍ୟ ଦୃଢ଼ ରହିଛି । କିମ ଜୋଙ୍ଗ ଉନ ଜୀବନ୍ତ ଏବଂ ସମ୍ପୂର୍ଣ୍ଣ ଭଲ ଅଛନ୍ତି । କିମ ଏପ୍ରିଲ ୧୩ରୁ ବୋନସନରେ ରହୁଛନ୍ତି । ଏହା ଦେଶର ପୂର୍ବରେ ଅବସ୍ଥିତ ଏକ ରିସୋର୍ଟ ସହର | ସେ କହିଛନ୍ତି ଯେ ଏପର୍ଯ୍ୟନ୍ତ କୌଣସି ସନ୍ଦେହଜନକ କାର୍ଯ୍ୟକଳାପ ରିପୋର୍ଟ ହୋଇନାହିଁ ।

ଜୀବିତ ଓ ସୁସ୍ଥ ଅଛନ୍ତି କିମ ଜୋଙ୍ଗ: ଦକ୍ଷିଣ କୋରିଆ

About the Author