କୋରୋନାକୁ ମାତ୍ ଦେଲେଣି ୩୦ ହଜାରରୁ ଉର୍ଦ୍ଧ୍ୱ ଆକ୍ରାନ୍ତ

ଗତ ୨୪ ଘଣ୍ଟା ମଧ୍ୟରେ ୩୯୭୦ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୧୦୩ ଜଣଙ୍କ ମୃତ୍ୟୁ ହୋଇଛି ।

କୋରୋନାକୁ ମାତ୍ ଦେଲେଣି ୩୦ ହଜାରରୁ ଉର୍ଦ୍ଧ୍ୱ ଆକ୍ରାନ୍ତ
Image Credit: ପ୍ରତୀକାତ୍ମକ ଫଟୋ

About the Author