ତାଲିବାନ ସରକାରରେ ଫାଟ: ରାଷ୍ଟ୍ରପତି ଭବନରେ ଡେପୁଟି ପିଏମ ବରାଦର ଉପରେ ହେଲା ଲାତ ଓ ବିଧାର ବର୍ଷା! ବଢ଼ୁଛି ହକ୍କାନୀ ଗୋଷ୍ଠୀର ଦବଦବା

ସୂଚନାଯୋଗ୍ୟ ଯେ ଗତ ସପ୍ତାହରେ ବରାଦର (Mullah Abdul Ghani Baradar) ଙ୍କ ମୃତ୍ୟୁ ଖବର ଆସିଥିଲା, କିନ୍ତୁ ପରେ ସେ ଭିଡିଓ ଜାରି କରି ସେହି ରିପୋର୍ଟକୁ ଅସ୍ୱୀକାର କରିଥିଲା ।

ତାଲିବାନ ସରକାରରେ ଫାଟ: ରାଷ୍ଟ୍ରପତି ଭବନରେ ଡେପୁଟି ପିଏମ ବରାଦର ଉପରେ ହେଲା ଲାତ ଓ ବିଧାର ବର୍ଷା! ବଢ଼ୁଛି ହକ୍କାନୀ ଗୋଷ୍ଠୀର ଦବଦବା

About the Author