୫ରେ ଶ୍ରୀରାମ ମନ୍ଦିରର ଭୂମିପୂଜା, ପିଓକେରୁ ଆସିବ ମାଟି...

ଅଗଷ୍ଟ ୫ ତାରିଖରେ ବହୁ ପ୍ରତିକ୍ଷିତ ଶ୍ରୀରାମ ମନ୍ଦିରର ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ତେବେ ଏହି ଦିନ ପିଓକେ ଠାରୁ ଆରମ୍ଭ କରି ଦିଲ୍ଲୀ ପର୍ଯ୍ୟନ୍ତ ଥିବା ପ୍ରସିଦ୍ଧ ମନ୍ଦିରରୁ ମାଟି ଆସିବ। ଆଉ ସେହି ମାଟିରେ ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି।

୫ରେ ଶ୍ରୀରାମ ମନ୍ଦିରର ଭୂମିପୂଜା, ପିଓକେରୁ ଆସିବ ମାଟି...
Image Credit: ପ୍ରତିକାତ୍ମକ ଫଟୋ

About the Author