ଏହି ରାଜ୍ୟର ବିଦ୍ୟାର୍ଥୀଙ୍କୁ ମିଳିବ ଫାଇଦା, ପଢିବା ପାଇଁ ମିଳିବ Student Credit Card

ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଯୋଜନାର ପ୍ରାରମ୍ଭିକ ଡ୍ରାଫ୍ଟ ପ୍ରାୟ ପ୍ରସ୍ତୁତ ହୋଇଛି। ଏଥିରେ ରାଜ୍ୟର ସ୍ଥାୟୀ ବାସିନ୍ଦା, ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଏବଂ ପଛୁଆ ଶ୍ରେଣୀର ଛାତ୍ରମାନଙ୍କୁ ସ୍ୱତନ୍ତ୍ର ରିହାତି ପ୍ରଦାନ କରାଯାଇପାରେ।

ଏହି ରାଜ୍ୟର ବିଦ୍ୟାର୍ଥୀଙ୍କୁ ମିଳିବ ଫାଇଦା, ପଢିବା ପାଇଁ ମିଳିବ Student Credit Card

About the Author