କାହିଁକି ଏକ ଜାମିନ ଶୁଣାଣି ବେଳେ ବିକାଶ ଦୁବେର ଉଦାହରଣ ଦେଲେ ସର୍ବୋଚ୍ଚ ଅଦାଲତ ? ଜାଣନ୍ତୁ...

ଜଣେ କୁଖ୍ୟାତ ଅପରାଧୀର ଜାମିନ ଶୁଣାଣି ବେଳେ ଗ୍ୟାଙ୍ଗଷ୍ଟାର ବିକାଶ ଦୁବେର ଉଦାହରଣ ଦେଇଥିଲେ ସୁପ୍ରିମକୋର୍ଟ । ଆଉ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ ।

କାହିଁକି ଏକ ଜାମିନ ଶୁଣାଣି ବେଳେ ବିକାଶ ଦୁବେର ଉଦାହରଣ ଦେଲେ ସର୍ବୋଚ୍ଚ ଅଦାଲତ ? ଜାଣନ୍ତୁ...

About the Author