Supreme Court Collegium: ପାଟନା HC ମୁଖ୍ୟ ବିଚାରପତି ପଦ ପାଇଁ ଜଷ୍ଟିସ୍‌ ସଙ୍ଗମ କୁମାରଙ୍କ ନାଁ ସୁପାରିସ୍‌ କଲା SC କଲେଜିୟମ

Supreme Court Collegium: ସୁପ୍ରିମକୋର୍ଟ କଲେଜିୟମ ୧୮ ଡିସେମ୍ବର ୨୦୨୫ରେ ଅନୁଷ୍ଠିତ ଏହାର ବୈଠକରେ ଦେଶର ବିଭିନ୍ନ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତି ପାଇଁ ପାଞ୍ଚ ଜଣ ବରିଷ୍ଠ ବିଚାରପତିଙ୍କ ନାମ ସୁପାରିଶ କରିଛି।

Supreme Court Collegium: ପାଟନା HC ମୁଖ୍ୟ ବିଚାରପତି ପଦ ପାଇଁ ଜଷ୍ଟିସ୍‌ ସଙ୍ଗମ କୁମାରଙ୍କ ନାଁ ସୁପାରିସ୍‌ କଲା SC କଲେଜିୟମ
Image Credit: Supreme Court Collegium

About the Author